ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୋଲିକା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୋଲିକା   ବିଶେଷ୍ୟ

ଅର୍ଥ : ହୋଲିର ଦିନକ ଆଗରୁ ଜଳାଯାଉଥିବା କାଠଗଦା ଆଦି

ଉଦାହରଣ : ହୋଲି ଜଳାଇବାପାଇଁ ଗାଁର ସବୁଲୋକ ଏକାଠି ହୋଇଗଲେ

ସମକକ୍ଷ : ହୋଲି

लकड़ियों आदि का ढेर जो होली के एक दिन पहले जलाया जाता है।

होली जलाने के लिए गाँव के सभी लोग एकत्रित हो गए।
होलिका, होली

A large outdoor fire that is lighted as a signal or in celebration.

balefire, bonfire

ଅର୍ଥ : ଯେଉଁ ରାକ୍ଷସୀ ହିରଣ୍ୟକଶିପୁର ଭଉଣୀ ଥିଲା

ଉଦାହରଣ : ପ୍ରହ୍ଲାଦଙ୍କୁ ଜଳାଇବା ଚେଷ୍ଟାରେ ହୋଲିକା ସ୍ୱୟଂ ପୋଡ଼ି ମଲା

एक राक्षसी जो हिरण्यकश्यप की बहन थी।

प्रह्लाद को जलाने के प्रयास में होलिका स्वयं जल मरी।
होलिका