ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୋଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୋଲି   ବିଶେଷ୍ୟ

ଅର୍ଥ : ହୋଲିର ଦିନକ ଆଗରୁ ଜଳାଯାଉଥିବା କାଠଗଦା ଆଦି

ଉଦାହରଣ : ହୋଲି ଜଳାଇବାପାଇଁ ଗାଁର ସବୁଲୋକ ଏକାଠି ହୋଇଗଲେ

ସମକକ୍ଷ : ହୋଲିକା

लकड़ियों आदि का ढेर जो होली के एक दिन पहले जलाया जाता है।

होली जलाने के लिए गाँव के सभी लोग एकत्रित हो गए।
होलिका, होली

A large outdoor fire that is lighted as a signal or in celebration.

balefire, bonfire

ଅର୍ଥ : ରଙ୍ଗୋତ୍ସବ ବା ହୋଲି ପାଳନ କରାଯାଉଥିବା ଦିନ

ଉଦାହରଣ : ହୋଲିରେ ଭଗବାନଙ୍କୁ ପୂଜାକରି ମାତା-ପିତାଙ୍କର ଆଶୀର୍ବାଦ ନେବା ଉଚିତ

ଅର୍ଥ : ଫାଲଗୁନ ପୂର୍ଣ୍ଣିମାରେ ହେଉଥିବା ହିନ୍ଦୁମାନଙ୍କର ଏକ ଉତ୍ସବ ଯେଉଁଥିରେ ନିଆଁ ଜଳାଯାଏ ଏବଂ ତା ପରଦିନ ଜଣେ ଅନ୍ୟ ଉପରେ ରଙ୍ଗ, ଅବିର ଆଦି ଫିଙ୍ଗନ୍ତି

ଉଦାହରଣ : ଭାରତରେ ହୋଲି ଧୁମଧାମରେ ପାଳିତ ହୁଏ

ସମକକ୍ଷ : ହୋରି

हिंदुओं का एक प्रसिद्ध त्योहार जिसमें फाल्गुन की पूर्णिमा की रात को आग जलाते हैं तथा दूसरे दिन एक-दूसरे पर रंग, अबीर, आदि छिड़कते हैं।

भारत में होली धूमधाम से मनाई जाती है।
फगुआ, होरी, होलिकोत्सव, होली

A day or period of time set aside for feasting and celebration.

festival

ଅର୍ଥ : ଯେଉଁ ହିନ୍ଦୁ ପର୍ବରେ ହୋଲି ଜଳିବାର ଦ୍ବିତୀୟ ଦିନ ଚୈତ ବଦୀ ଜଣଙ୍କୁ ହୁଏ ଏବଂ ଯେଉଁଥିରେ ସକାଳେ ଲୋକମାନେ ପରସ୍ପର ଉପରକୁ କାଦୁଅ, ଧୁଳି ଏବଂ ସଂଦ୍ଧ୍ୟାବେଳେ ଅବିର ଫିଙ୍ଗାଫିଙ୍ଗି ହୁଅନ୍ତି

ଉଦାହରଣ : ହୋଲିଦିନ ଲୋକେ ପୁରୁଣା ଶତ୍ରୁତାକୁ ଭୁଲି ବାହୁରେ ଆଲିଙ୍ଗନ ହୁଅନ୍ତି

ସମକକ୍ଷ : ରଙ୍ଗପର୍ବ, ରଙ୍ଗୋତ୍ସବ

हिंदुओं का एक त्योहार जो होली के जलने के दूसरे दिन चैत बदी प्रथमा को होता है और जिसमें लोग एक दूसरे पर अबीर, गुलाल, रंग आदि डालते हैं।

होली के दिन लोग पुरानी कटुता को भूलकर गले मिलते हैं।
धँधोर, धुरखेल, धुरड्डी, धुलेंडी, धूलिवंदन, रंगोत्सव, होली

A day or period of time set aside for feasting and celebration.

festival