ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହେମଦସ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହେମଦସ୍ତା   ବିଶେଷ୍ୟ

ଅର୍ଥ : ପଥର ବା ଲୁହାର ଜିନିଷ ଯେଉଁଥିରେ ବିଭିନ୍ନ ଜିନିଷଗୁଡ଼ିକ କୁଟାଯାଏ

ଉଦାହରଣ : ବୈଦ୍ୟ ହେମଦସ୍ତାରେ କିଛି ଔଷଧ କୁଟୁଛନ୍ତି

ସମକକ୍ଷ : ଖଲ

पत्थर, लोहे आदि का वह पात्र जिसमें चीजें कूटी जाती हैं।

वैद्य खरल में कुछ औषधियों को कूट रहा है।
खरल, खल, खल्ल, खल्लड़

A bowl-shaped vessel in which substances can be ground and mixed with a pestle.

mortar

ଅର୍ଥ : ଖଲଭଳି ଲୁହା ବା ପିତଳର ଗହୀରିଆ ପାତ୍ର

ଉଦାହରଣ : ହେମଦସ୍ତା ଗୋଟିଏ ରୋଷେଇ ଉପକରଣ

लोहे या पीतल का खल और बट्टा जो किसी वस्तु को कूटने के काम आते हैं।

इमामदस्ता एक रसोई उपकरण है।
इमामदस्ते का उपयोग दवा आदि कूटने में भी किया जाता है।
इमामदस्ता, खल-बट्टा, हिमामदस्ता

A bowl-shaped vessel in which substances can be ground and mixed with a pestle.

mortar