ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖଲ   ବିଶେଷ୍ୟ

ଅର୍ଥ : ଯେଉଁ ପାତ୍ରରେ କିଛି ମନ୍ଥା ଯାଏ

ଉଦାହରଣ : ବୈଦ୍ୟ ମହାଶୟ ଖଲରେ କିଛି ବନସ୍ପତି ରସକୁ ମନ୍ଥନ କରୁଛନ୍ତି

ସମକକ୍ଷ : ମନ୍ଥନୀ

वह पात्र जिसमें कुछ मथा जाए।

वैद्यजी मंथिनी में कुछ वनस्पतियों के रस को मथ रहे हैं।
मंथनी, मंथिनी, मन्थनी, मन्थिनी

ଅର୍ଥ : ପଥର ବା ଲୁହାର ଜିନିଷ ଯେଉଁଥିରେ ବିଭିନ୍ନ ଜିନିଷଗୁଡ଼ିକ କୁଟାଯାଏ

ଉଦାହରଣ : ବୈଦ୍ୟ ହେମଦସ୍ତାରେ କିଛି ଔଷଧ କୁଟୁଛନ୍ତି

ସମକକ୍ଷ : ହେମଦସ୍ତା

पत्थर, लोहे आदि का वह पात्र जिसमें चीजें कूटी जाती हैं।

वैद्य खरल में कुछ औषधियों को कूट रहा है।
खरल, खल, खल्ल, खल्लड़

A bowl-shaped vessel in which substances can be ground and mixed with a pestle.

mortar