ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହେପାଜତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହେପାଜତ   ବିଶେଷ୍ୟ

ଅର୍ଥ : ରକ୍ଷାକରିବାର ପ୍ରକ୍ରିୟା ବା ଭାବ

ଉଦାହରଣ : କୃଷକଟି କ୍ଷେତର ଦେଖାରଖା କରୁଛି

ସମକକ୍ଷ : ଦେଖାରଖା, ଦେଖାଶୁଣା, ଯତ୍ନ, ସଂରକ୍ଷଣ

रक्षा करने की क्रिया या भाव।

किसान खेतों की रखवाली कर रहा है।
अवधान, देख-रेख, देखरेख, रखवाई, रखवारी, रखवाली, संरक्षण, हिफ़ाज़त, हिफाजत

The activity of protecting someone or something.

The witnesses demanded police protection.
protection

ଅର୍ଥ : କୌଣସି ସମ୍ପତ୍ତିକୁ ସୁରକ୍ଷିତ ରଖିବାପାଇଁ ବା କୌଣସି ବ୍ୟକ୍ତିକୁ ପଳାୟନ କରିବା ଆଦିରୁ ରୋକିବାପାଇଁ ନିଜ ଅଧିକାର ବା ସୁରକ୍ଷାରେ ନେଇ ରଖିବା ପ୍ରକ୍ରିୟା ବା ଭାବ

ଉଦାହରଣ : ଭରତ ଶାହଙ୍କୁ ତିନି ମାସ ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖା ଯାଇଥିଲା

ସମକକ୍ଷ : ଅଭିରକ୍ଷା, ଜିମା, ନିରାପତ୍ତା

किसी संपत्ति को रक्षित रखने के लिए अथवा किसी व्यक्ति को भागने आदि से रोकने के लिए अपने अधिकार या रक्षा में लेकर रखने की क्रिया या भाव।

भरत शाह को तीन महीने तक पुलिस अभिरक्षा में रखा गया था।
अभिरक्षण, अभिरक्षा, अमीनी