ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦେଖାଶୁଣା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦେଖାଶୁଣା   ବିଶେଷ୍ୟ

ଅର୍ଥ : କୌଣସି ଜିନିଷ ବା କାମର ଦେଖାଶୁଣା କରିବା ସହ ତାକୁ ଭଲଭାବରେ ଚାଲୁରଖିବାର ପ୍ରକ୍ରିୟା ବା ଭାବ

ଉଦାହରଣ : ଉତ୍ତମ ରକ୍ଷଣାବେକ୍ଷଣଦ୍ୱାରା ବସ୍ତୁଗୁଡ଼ିକ ଅଧିକ ଦିନ ସୁରକ୍ଷିତ ରହେ

ସମକକ୍ଷ : ରକ୍ଷଣାବେକ୍ଷଣ

किसी चीज़ या काम की देख-रेख करते हुए उसे बनाए रखने और अच्छी तरह चलाए रखने की क्रिया या भाव।

अच्छे रख-रखाव से वस्तुएँ ज्यादा दिनों तक सुरक्षित रहती हैं।
अधिकर्म, अनुरक्षण, अरस-परस, अरसन-परसन, अरसनपरसन, अरसपरस, अवेक्षा, देख-भाल, देखभाल, देखाभाली, रख रखाव, रख-रखाव, रखरखाव, सँभाल, संधारण, संभाल, साज सँभाल

Activity involved in maintaining something in good working order.

He wrote the manual on car care.
care, maintenance, upkeep

ଅର୍ଥ : ରକ୍ଷାକରିବାର ପ୍ରକ୍ରିୟା ବା ଭାବ

ଉଦାହରଣ : କୃଷକଟି କ୍ଷେତର ଦେଖାରଖା କରୁଛି

ସମକକ୍ଷ : ଦେଖାରଖା, ଯତ୍ନ, ସଂରକ୍ଷଣ, ହେପାଜତ

रक्षा करने की क्रिया या भाव।

किसान खेतों की रखवाली कर रहा है।
अवधान, देख-रेख, देखरेख, रखवाई, रखवारी, रखवाली, संरक्षण, हिफ़ाज़त, हिफाजत

The activity of protecting someone or something.

The witnesses demanded police protection.
protection