ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହେଣ୍ଟାଳିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହେଣ୍ଟାଳିବା   କ୍ରିୟାପଦ

ଅର୍ଥ : ସିଂହଆଦି ଜନ୍ତୁମାନେ ଘୋର ଶବ୍ଦ କରିବା

ଉଦାହରଣ : କିଛି ସମୟ ପୂର୍ବରୁ ସିଂହ ଏଠାରେ ଗର୍ଜନ କରୁଥିଲା

ସମକକ୍ଷ : ଗରଜିବା, ଗର୍ଜନ କରିବା

सिंह, बाघ आदि जंतुओं का घोर शब्द करना।

कुछ देर पहले यहाँ सिंह गरज रहा था।
गरजना, गर्जना करना, दहाड़ना

Make a loud noise, as of animal.

The bull bellowed.
bellow, roar