ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗର୍ଜନ କରିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗର୍ଜନ କରିବା   କ୍ରିୟାପଦ

ଅର୍ଥ : ହାତୀର ଗର୍ଜନ

ଉଦାହରଣ : ହାତୀଶାଳାରେ ବନ୍ଧା ହୋଇଥିବା ହାତୀମାନେ ଗର୍ଜନ କରୁଥିଲେ

ସମକକ୍ଷ : ଦୀର୍ଘ ଚିତ୍କାର କରିବା

हाथी का चिल्लाना।

हस्तिशाला में बँधे हाथी चिंघाड़ रहे थे।
चिंघाड़ना

Utter in trumpet-like sounds.

Elephants are trumpeting.
trumpet

ଅର୍ଥ : ସିଂହଆଦି ଜନ୍ତୁମାନେ ଘୋର ଶବ୍ଦ କରିବା

ଉଦାହରଣ : କିଛି ସମୟ ପୂର୍ବରୁ ସିଂହ ଏଠାରେ ଗର୍ଜନ କରୁଥିଲା

ସମକକ୍ଷ : ଗରଜିବା, ହେଣ୍ଟାଳିବା

सिंह, बाघ आदि जंतुओं का घोर शब्द करना।

कुछ देर पहले यहाँ सिंह गरज रहा था।
गरजना, गर्जना करना, दहाड़ना

Make a loud noise, as of animal.

The bull bellowed.
bellow, roar

ଅର୍ଥ : ସାପ ଫଁ ଫଁ କରିବା

ଉଦାହରଣ : ନାଗ ଫଣା ଟେକି ଫଁ ଫଁ ହେଲା

ସମକକ୍ଷ : ଫଁ ଫଁ କରିବା, ଫଁ ଫଁ ହେବା, ଫୁତ୍କାର କରିବା, ଫୁଫୁକାର କରିବା

साँप का फू-फू करना।

नाग फन उठाकर फुफकारने लगा।
फुफकार करना, फुफकारना, फूत्कार करना, फूत्कारना

Express or utter with a hiss.

hiss, sibilate, siss, sizz

ଅର୍ଥ : ବହୁତ ଶବ୍ଦ କରିବା

ଉଦାହରଣ : ମେଘ ଗରଜୁଛି

ସମକକ୍ଷ : ଗରଜିବା

घोर शब्द करना।

बादल गरज रहे हैं।
गरजना, गरराना

To make or produce a loud noise.

The river thundered below.
The engine roared as the driver pushed the car to full throttle.
thunder

ଅର୍ଥ : ଯୋରରେ କହିବା

ଉଦାହରଣ : ଏତେ ଯୋରରେ କାହିଁକି ଚିଲ୍ଲାଉଛ, ମୁଁ କାଲ ନୁହେଁ

ସମକକ୍ଷ : ଚିତ୍କାର କରିବା, ଚିଲ୍ଲାଇବା, ରଡ଼ି କରିବା

ज़ोर से बोलना।

इतना क्यों चिल्ला रहे हो, मैं बहरा नहीं हूँ।
चिंघाड़ना, चिल्लाना, बँकारना, भौंकना

Utter a sudden loud cry.

She cried with pain when the doctor inserted the needle.
I yelled to her from the window but she couldn't hear me.
call, cry, holler, hollo, scream, shout, shout out, squall, yell