ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହୃଦୟସ୍ପର୍ଶୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହୃଦୟସ୍ପର୍ଶୀ   ବିଶେଷଣ

ଅର୍ଥ : ଯାହା ମନକୁ ଆକୃଷ୍ଟ କରେ

ଉଦାହରଣ : ନେହେରୁ ବିଜ୍ଞାନ ଭବନରେ ଲଗାଯାଇଥିବା ଚିତ୍ର ହୃଦୟସ୍ପର୍ଶୀ

ସମକକ୍ଷ : ଚିତ୍ତାକର୍ଷକ, ମନୋହରଣକାରୀ, ହୃଦୟଗ୍ରାହୀ

जो मन को आकृष्ट करे।

नेहरू विज्ञान भवन में लगे चित्र हृदयग्राही हैं।
हृदयग्राही, हृदयहारी

Capturing interest as if by a spell.

Bewitching smile.
Roosevelt was a captivating speaker.
Enchanting music.
An enthralling book.
Antique papers of entrancing design.
A fascinating woman.
bewitching, captivating, enchanting, enthralling, entrancing, fascinating

ଅର୍ଥ : ଭାବରେ ଭରା ବା ହୃଦୟକୁ ପ୍ରଭାବିତ କରିବାବାଲା

ଉଦାହରଣ : ସେ ଭାବପୂର୍ଣ୍ଣ କାବ୍ୟ ପଢ଼ୁଛି

ସମକକ୍ଷ : ଭାବନାତ୍ମକ, ଭାବନାପୂର୍ଣ୍ଣ, ଭାବପୂର୍ଣ୍ଣ, ଭାବାତ୍ମକ, ମାର୍ମିକ

भाव से भरा हुआ या हृदय को प्रभावित करने वाला।

वह भावपूर्ण काव्य पढ़ रहा है।
प्राध्यापकों और विश्वविद्यालय के कर्मचारियों ने कुलपति को भावभीनी विदाई दी।
भावक, भावनात्मक, भावनापूर्ण, भावपूर्ण, भावभीना, भावभीनी, भावमय, भावसंयुक्त, भावात्मक, मर्मस्पर्शी, मार्मिक, सरस, हृदयस्पर्शी

Of more than usual emotion.

His behavior was highly emotional.
emotional