ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିସାବୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିସାବୀ   ବିଶେଷ୍ୟ

ଅର୍ଥ : ସବୁ କଥା ବା କାମରେ ଆଗପଛ ଭାବିବାରେ ଅଭ୍ୟସ୍ତ ବ୍ୟକ୍ତି

ଉଦାହରଣ : ହିସାବୀଙ୍କ ଠାରୁ ରକ୍ଷା ପାଇବା କାଠିକରପାଠ

वह जो हर काम या बात में सब बातों का खूब आगापीछा सोचने का अभ्यस्त हो।

हिसाबिया से पार पाना कठिन है।
हिसाबिया, हिसाबी

ହିସାବୀ   ବିଶେଷଣ

ଅର୍ଥ : ବୁଝିବିଚାରି ଖର୍ଚ୍ଚ କରୁଥିବା ବା ଅନାବଶ୍ୟକ ଖର୍ଚ୍ଚ କରୁନଥିବା ଲୋକ

ଉଦାହରଣ : ମିତବ୍ୟୟୀ ଲୋକ ଆର୍ଥିକ ସଂକଟରୁ ନିଜକୁ ରକ୍ଷା କରିପାରେ

ସମକକ୍ଷ : ମିତବ୍ୟୟୀ

सोचसमझ कर खर्च करनेवाला या अनावश्यक खर्च न करनेवाला।

मितव्ययी व्यक्ति बनने से आर्थिक संकट से बचा जा सकता है।
किफ़ायतशार, किफ़ायती, किफायतशार, किफायती, मितव्ययी

Mindful of the future in spending money.

Careful with money.
careful, thrifty