ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିତୈଷୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିତୈଷୀ   ବିଶେଷଣ

ଅର୍ଥ : ହିତ ବା ଭଲ ଚାହୁଁଥିବା

ଉଦାହରଣ : ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍‌କିଲ୍‌

ସମକକ୍ଷ : କଲ୍ୟାଣକାରୀ, ପରୋପକାରୀ, ମଙ୍ଗଳାକାଂକ୍ଷୀ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ

हित या भला चाहनेवाला।

जीवन में शुभचिन्तकों का होना अतिआवश्यक है।
कल्याण कामी, ख़ैरख़ाह, खैरखाह, शुभचिन्तक, शुभाकांक्षी, शुभेच्छुक, हितचिंतक, हिताकांक्षी, हितैषी

Extending good wishes for success.

His well-wishing supporters.
well-wishing