ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପରୋପକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପରୋପକାରୀ   ବିଶେଷ୍ୟ

ଅର୍ଥ : ପରର ଉପକାର କରୁଥିବା ବ୍ୟକ୍ତି

ଉଦାହରଣ : ଆଧୁନିକ ଯୁଗରେ ବି ପରୋପକାରୀଙ୍କର ଉଣା ନାହିଁ

ସମକକ୍ଷ : ପରହିତୈଷୀ

दूसरों का उपकार करनेवाला व्यक्ति।

आधुनिक युग में भी परोपकारियों की कमी नहीं है।
परमार्थी, परहितैषी, परोपकारी

Someone who makes charitable donations intended to increase human well-being.

altruist, philanthropist

ପରୋପକାରୀ   ବିଶେଷଣ

ଅର୍ଥ : ହିତ ବା ଭଲ ଚାହୁଁଥିବା

ଉଦାହରଣ : ଆଜିର ସମାଜରେ ହିତୈଷୀ ଲୋକ ମିଳିବା ମୁସ୍‌କିଲ୍‌

ସମକକ୍ଷ : କଲ୍ୟାଣକାରୀ, ମଙ୍ଗଳାକାଂକ୍ଷୀ, ଶୁଭାକାଂକ୍ଷୀ, ଶୁଭେଚ୍ଛୁ, ହିତୈଷୀ

हित या भला चाहनेवाला।

जीवन में शुभचिन्तकों का होना अतिआवश्यक है।
कल्याण कामी, ख़ैरख़ाह, खैरखाह, शुभचिन्तक, शुभाकांक्षी, शुभेच्छुक, हितचिंतक, हिताकांक्षी, हितैषी

Extending good wishes for success.

His well-wishing supporters.
well-wishing

ଅର୍ଥ : ଯେ ଅନ୍ୟର ଉପକାର କରେ

ଉଦାହରଣ : ହାତିମ୍‌ ଜଣେ ପରୋପକାରୀ ବ୍ୟକ୍ତି ଥିଲେ

ସମକକ୍ଷ : ପରହିତୈଷୀ

दूसरों का उपकार करनेवाला।

हातिम एक परोपकारी व्यक्ति था।
परकाजी, परमार्थी, परहितैषी, परोपकारी

Generous in providing aid to others.

benevolent, freehearted