ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିତକାରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିତକାରୀ   ବିଶେଷଣ

ଅର୍ଥ : ଯେଉଁଥିରେ ଲାଭ ଅଛି ବା ଯାହା ଲାଭଦାୟକ

ଉଦାହରଣ : ସରକାରଙ୍କଦ୍ୱାରା ଚାଲୁଥିବା କୃଷି ସମ୍ବନ୍ଧୀୟ ସମସ୍ତ ଯୋଜନା କୃଷକମାନଙ୍କ ନିମନ୍ତେ ଲାଭପ୍ରଦ ଠିକ୍‌ ସମୟରେ ଭୋଜନ କରିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭପ୍ରଦ

ସମକକ୍ଷ : ଉପଯୋଗୀ, ଗୁଣକାରୀ, ଲାଭକର, ଲାଭକାରକ, ଲାଭଜନକ, ଲାଭଦାୟକ, ଲାଭପ୍ରଦ

जिससे लाभ हो या जो लाभ देने वाला हो।

सरकार द्वारा चलाई जाने वाली सभी कृषि संबंधी योजनाएँ किसानों के लिए लाभप्रद हैं।
अपयोगी, अर्थकर, अर्थद, उपकारक, उपयोगी, गुणकारी, फ़ायदामंद, फ़ायदेमंद, फायदामंद, फायदामन्द, फायदेमंद, फायदेमन्द, मुफ़ीद, मुफीद, लाभकर, लाभकारी, लाभजनक, लाभदायक, लाभप्रद, हितकारी

Giving an advantage.

A contract advantageous to our country.
Socially advantageous to entertain often.
advantageous, favorable, favourable

ଅର୍ଥ : କଲ୍ୟାଣ କରିବାବାଲା

ଉଦାହରଣ : ସନ୍ଥମାନଙ୍କର ଉପଦେଶ କଲ୍ୟାଣକାରୀ ହୋଇଥାଏ

ସମକକ୍ଷ : କଲ୍ୟାଣକାରୀ, କଲ୍ୟାଣପ୍ରଦ, କଲ୍ୟାଣମୟ, ମଙ୍ଗଳକାରକ, ମଙ୍ଗଳକାରୀ, ମଙ୍ଗଳଦାୟକ, ମଙ୍ଗଳପ୍ରଦ, ହିତକାରକ

Auguring favorable circumstances and good luck.

An auspicious beginning for the campaign.
auspicious

ଅର୍ଥ : ଅହିତ ବା ଅନିଷ୍ଟ କରୁନଥିବା

ଉଦାହରଣ : ହିତକାରୀ ଲୋକଙ୍କ ସଙ୍ଗତି ଭଲ ହୋଇଥାଏ

ସମକକ୍ଷ : ଉପକାରୀ

अहित या अनिष्ट न करने वाला।

अनपकारी लोगों की संगति अच्छी होती है।
अनपकारी