ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲାଭଜନକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲାଭଜନକ   ବିଶେଷଣ

ଅର୍ଥ : ଯେଉଁଥିରେ ଲାଭ ଅଛି ବା ଯାହା ଲାଭଦାୟକ

ଉଦାହରଣ : ସରକାରଙ୍କଦ୍ୱାରା ଚାଲୁଥିବା କୃଷି ସମ୍ବନ୍ଧୀୟ ସମସ୍ତ ଯୋଜନା କୃଷକମାନଙ୍କ ନିମନ୍ତେ ଲାଭପ୍ରଦ ଠିକ୍‌ ସମୟରେ ଭୋଜନ କରିବା ସ୍ୱାସ୍ଥ୍ୟ ନିମନ୍ତେ ଲାଭପ୍ରଦ

ସମକକ୍ଷ : ଉପଯୋଗୀ, ଗୁଣକାରୀ, ଲାଭକର, ଲାଭକାରକ, ଲାଭଦାୟକ, ଲାଭପ୍ରଦ, ହିତକାରୀ

जिससे लाभ हो या जो लाभ देने वाला हो।

सरकार द्वारा चलाई जाने वाली सभी कृषि संबंधी योजनाएँ किसानों के लिए लाभप्रद हैं।
अपयोगी, अर्थकर, अर्थद, उपकारक, उपयोगी, गुणकारी, फ़ायदामंद, फ़ायदेमंद, फायदामंद, फायदामन्द, फायदेमंद, फायदेमन्द, मुफ़ीद, मुफीद, लाभकर, लाभकारी, लाभजनक, लाभदायक, लाभप्रद, हितकारी

Giving an advantage.

A contract advantageous to our country.
Socially advantageous to entertain often.
advantageous, favorable, favourable