ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିଜରୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିଜରୀ   ବିଶେଷ୍ୟ

ଅର୍ଥ : ହଜରତ୍‌ ମହମ୍ମଦଙ୍କ ମକ୍କା ପରିତ୍ୟାଗର ତିଥିଠାରୁ ଚାଲୁଥିବା ବର୍ଷ

ଉଦାହରଣ : ସନ ପନ୍ଦର ଜୁଲାଇ ଛଅ ଶହ ବୟାଅଶୀ ଖ୍ରୀଷ୍ଟାବ୍ଦରୁ ହିଜରୀ ଆରମ୍ଭ ହୋଇଥିଲା ହମୀଦଙ୍କ ଜନ୍ମ ୧୪୨୪ ହିଜରୀରେ ହୋଇଥିଲା

ସମକକ୍ଷ : ହିଜରୀ ବର୍ଷ

वह सन् जो हजरत मुहम्मद के मक्का छोड़ने की तिथि से चला था।

हिजरी सन् पन्द्रह जुलाई छः सौ बाईस ईसवी सन् से शुरू हुआ था।
हमीद का जन्म 1424 हिजरी में हुआ था।
हिजरी, हिजरी वर्ष