ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହିଙ୍ଗୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହିଙ୍ଗୁ   ବିଶେଷ୍ୟ

ଅର୍ଥ : ମୂଳରୁ ପ୍ରାପ୍ତ କଟୁ ଗନ୍ଧ ନିର୍ଯାସ ବିଶେଷ କରି ଗୋଟିଏ ବୃକ୍ଷ

ଉଦାହରଣ : ହେଙ୍ଗୁରୁ ଏହି ନାମରେ ଏକ ବହୁତ ଉପଯୋଗୀ ବସ୍ତୁ ପ୍ରାପ୍ତ ହୋଇଥାଏ ଯାହା ମସଲା, ଔଷଧ ଆଦିରେ ବ୍ୟବହାର ହୁଏ

ସମକକ୍ଷ : ହେଙ୍ଗୁ

सौंफ की प्रजाति का एक ईरानी मूल का पौधा।

हींग से इसी नाम की एक बहुत ही उपयोगी वस्तु प्राप्त होती है जिसका उपयोग मसाले, औषध आदि में किया जाता है।
केसर, वाह्लीक, हिंग, हिंगुल, हींग

ଅର୍ଥ : ଆଫଗାନିସ୍ତାନ ଏବଂ ପାରସ୍ୟରେ ହେଉଥିବା ଏକ ପ୍ରକାର ଛୋଟ ଗଛର ଅଠା ବା ଦୁଧ ଯେଉଁଥିରୁ ବହୁତ ତୀବ୍ର ଗନ୍ଧ ବାହାରେ

ଉଦାହରଣ : ଔଷଧ ତଥା ମସଲାରୂପେ ହିଙ୍ଗୁର ବ୍ୟବହାର କରାଯାଏ

अफ़गानिस्तान और फ़ारस में होने वाले एक छोटे पौधे का जमाया हुआ गोंद या दूध जिसमें बहुत तीव्र गंध होती है।

हींग का उपयोग दवा तथा मसाले के रूप में किया जाता है।
अरुणसार, उग्रगंध, उग्रगन्ध, जंतुनाशक, जन्तुनाशक, जातुक, दीप्त, पिण्याक, पिन्यास, रक्षोघ्न, वाह्लीक, वेलन, शालसार, हिंग, हिंगुल, हींग