ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହାଟ   ବିଶେଷ୍ୟ

ଅର୍ଥ : ଯେଉଁ ବଜାରରେ ଗୋଟିଏ ପ୍ରକାରର ଜିନିଷ କୌଣସି ନିର୍ଦ୍ଦିଷ୍ଟ ସମୟରେ ଆସି ବିକ୍ରି ହୁଏ

ଉଦାହରଣ : ବରାରରେ ପ୍ରତିବର୍ଷ ବଳଦଙ୍କ ହାଟ ବସେ

वह बाज़ार जिसमें एक ही तरह की चीज़े कुछ निश्चित समय पर आकर बिकती हैं।

बरार में हर वर्ष बैलों की हाट लगती है।
सट्टी, हाट

The world of commercial activity where goods and services are bought and sold.

Without competition there would be no market.
They were driven from the marketplace.
market, market place, marketplace

ଅର୍ଥ : ଯେଉଁ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସମୟ, ତିଥି,ବାର ବା ଅବସରରେ ଜିନିଷପତ୍ର କିଣାବିକା ହୁଏ

ଉଦାହରଣ : ପିଲାଙ୍କପାଇଁ ହାଟରୁ ପୋଷାକ ନେବାକୁ ହେବ

वह स्थान जहाँ किसी निश्चित समय, तिथि, वार या अवसर पर चीज़ें खरीदी या बेची जाती हैं।

सोमवार के बाजार से बच्चों के लिए कपड़े लेना है।
आपण, पण्य, पण्यशाला, पैंठ, पैठ, बजार, बाज़ार, बाजार, हाट, हाट-बजार, हाट-बाज़ार, हाट-बाजार

A street of small shops (especially in Orient).

bazaar, bazar

ଅର୍ଥ : କୌଣସି ନିଶ୍ଚିତ ସମୟ, ତିଥି, ବାର ବା ଅବସରରେ ଦୋକାନ ଖୋଲିବା ପ୍ରକ୍ରିୟା

ଉଦାହରଣ : ଏଠାରେ ପ୍ରତ୍ୟେକ ଶନିବାର ଦିନ ହାଟ ବସେ

ସମକକ୍ଷ : ସାପ୍ତାହିକ ବଜାର