ଯେଉଁ ବଜାରରେ ବାସନ କିଣା ବିକା ହୁଏ
ସେ କଂସା ପଟିରୁ ଚାରିଟି ଥାଳିଆ କିଣିଲା
କଂସା ପଟି,
କଂସାରି ହାଟ,
ଥଟାରି ହାଟ,
ବାସନ ବଜାର
ଯେଉଁ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ବିକ୍ରି ହୁଏ
ସେ କିଛି ଜିନିଷ କିଣିବାପାଇଁ ବଜାର ଯାଇଛି
ବଜାର,
ମାର୍କେଟ
ଯେଉଁ ସ୍ଥାନରେ ଏକ ନିର୍ଦ୍ଦିଷ୍ଟ ସମୟ, ତିଥି,ବାର ବା ଅବସରରେ ଜିନିଷପତ୍ର କିଣାବିକା ହୁଏ
ପିଲାଙ୍କପାଇଁ ହାଟରୁ ପୋଷାକ ନେବାକୁ ହେବ
ହାଟ