ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଳଦୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଳଦୀ   ବିଶେଷ୍ୟ

ଅର୍ଥ : ଏକ ଛୋଟ ଗଛ ଯାହାର ଚେର ମସଲା କାମରେ ଲାଗେ

ଉଦାହରଣ : ଠିକ୍ ସମୟରେ ଜଳସେଚନ ହୋଇନପାରିବା କାରଣରୁ ହଳଦୀ ଶୁଖି ଗଲା

ସମକକ୍ଷ : ହରିଦ୍ରା

Widely cultivated tropical plant of India having yellow flowers and a large aromatic deep yellow rhizome. Source of a condiment and a yellow dye.

curcuma domestica, curcuma longa, turmeric

ଅର୍ଥ : ଗୋଟିଏ ଗଛ ଯାହାର ଚେର ମସଲା ଏବଂ ରଙ୍ଗ କରିବା କାମରେ ଆସେ

ଉଦାହରଣ : ହଳଦୀ ଏକ ରୋଗ ପ୍ରତିରୋଧକ ଔଷଧ

ସମକକ୍ଷ : ହରିଦ୍ରା

Ground dried rhizome of the turmeric plant used as seasoning.

turmeric

ଅର୍ଥ : ହଳଦୀ ଚେରର ହଳଦିଆ ଚୂର୍ଣ୍ଣ ଯାହାକୁ ଖାଦ୍ୟରେ ଏବଂ ପୂଜା କାମରେ ବ୍ୟବହାର କରାଯାଏ

ଉଦାହରଣ : ମା ଡାଲିରେ ହଳଦୀ ଗୁଣ୍ଡ ପକାଇବାକୁ ଭୁଲିଗଲେ

ସମକକ୍ଷ : ହରିଦ୍ରା, ହଳଦି, ହଳଦୀ ଗୁଂଡ, ହଳଦୀ ଗୁଂଡା, ହଳଦୀ ଗୁଣ୍ଡ, ହଳଦୀ ଗୁଣ୍ଡା

हल्दी की जड़ का पीला चूर्ण जो खाने में और पूजा में काम आता है।

माँ दाल में हल्दी डालना भूल गई है।
हलदी, हलदी चूर्ण, हल्दी, हल्दी चूर्ण

Ground dried rhizome of the turmeric plant used as seasoning.

turmeric