ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଲେଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଲେଇବା   କ୍ରିୟାପଦ

ଅର୍ଥ : ହଲେଇବା

ଉଦାହରଣ : ଶ୍ୟାମ ଫଳ ତୋଳିବା ପାଇଁ ଗଛକୁ ଦୋହଲାଉଛି

ସମକକ୍ଷ : ଦୋହଲାଇବା, ଦୋହଲେଇବା, ହଲାଇବା

हरकत देना या कुछ ऐसा करना जिससे कुछ या कोई हिले या किसी को हिलने में प्रवृत्त करना।

श्याम फल तोड़ने के लिए पेड़ की डाली को हिला रहा है।
अवगाहना, टालना, मटकाना, हिलाना, हिलाना-डुलाना, हिलाना-डोलाना

Move or cause to move back and forth.

The chemist shook the flask vigorously.
My hands were shaking.
agitate, shake

ଅର୍ଥ : ଗୋଟିଏ ସ୍ଥାନରୁ ଉଠେଇବା ବା ଏପଟ ସେପଟ କରିବା

ଉଦାହରଣ : ବଡ଼‍ବଡ଼‍ ରାଜା ମହାରାଜାମାନେ ସୀତାଙ୍କ ସ୍ୱୟମ୍ବରରେ ଶିବ ଧନୁକୁ ହଲେଇ ପାରିଲେ ନାହିଁ

ସମକକ୍ଷ : ଦୋହଲେଇବା

स्थान से उठाना या इधर-उधर करना।

बड़े -बड़े राजा-महाराजा भी सीता स्वयंवर में शिव धनुष को न हिला सके।
हिलाना

Change the arrangement or position of.

agitate, commove, disturb, raise up, shake up, stir up, vex