ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହମଲା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହମଲା   ବିଶେଷ୍ୟ

ଅର୍ଥ : କାହାରି ଆଚରଣ,କାର୍ଯ୍ୟ, ବିଚାର ବା ସିଦ୍ଧାନ୍ତ ଉପରେ କରାଯାଉଥିବା ନିନ୍ଦାତ୍ମକ ଆକ୍ଷେପ

ଉଦାହରଣ : ଆଜିର ସଭାରେ ହୋଇଥିବା ଆକ୍ରମଣକୁ ସାମନା କରିବାରେ ସେ ଅସଫଳ ହେଲେ

ସମକକ୍ଷ : ଆକ୍ରମଣ

किसी के आचरण, कार्य, विचार या सिद्धांत पर किया जानेवाला निंदात्मक आक्षेप।

आज की सभा में हुए आक्रमण का सामना करने में वे असफल रहे।
अटैक, आक्रमण, हमला

ଅର୍ଥ : ଅସ୍ତ୍ରଶସ୍ତ୍ରରେ କାହା ଉପରେ କରାଯାଉଥିବା ଆକ୍ରମଣ

ଉଦାହରଣ : ଗାଁଲୋକେ ଆତଙ୍କବାଦୀଙ୍କ ଆକ୍ରମଣକୁ କେତେଦିନ ସହିବେ

ସମକକ୍ଷ : ଆକ୍ରମଣ

किसी पर अस्त्र-शस्त्र से किया जाने वाला प्रहार।

गाँव वाले आतंकवादियों का आक्रमण आखिर कब तक झेलते रहेंगे!।
अटैक, आक्रमण, हमला