ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହବନ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହବନ   ବିଶେଷ୍ୟ

ଅର୍ଥ : ମନ୍ତ୍ର ପଢ଼ି ଦେବତାଙ୍କ ନିମନ୍ତେ କିଛି ନିର୍ଦ୍ଦିଷ୍ଟ ପଦାର୍ଥ ଅଗ୍ନିରେ ଅର୍ପଣ କରିବାର କ୍ରିୟା

ଉଦାହରଣ : ପଣ୍ଡିତେ କହିଲେ ଯେ ଆହୁତି ଦାନର ସମୟ ଗଡ଼ି ଯାଉଛି

ସମକକ୍ଷ : ଅଗ୍ନିହୋତ୍ର, ଆହୁତି ଦାନ, ହୋମ

मंत्र पढ़कर कुछ निश्चित पदार्थ अग्नि में डालने की क्रिया।

पंडितजी ने कहा कि हवन का समय बीता जा रहा है।
अग्निहोत्र, आहवन, आहुति, आहुति दान, आहुती, प्रहुति, स्वाहाकार, हवन, हवन दान, होम

The activity of worshipping.

worship