ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହତବୁଦ୍ଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହତବୁଦ୍ଧି   କ୍ରିୟା ବିଶେଷଣ

ଅର୍ଥ : ଯେଉଁ ଅବସ୍ଥାରେ କଣ କରିବା ଉଚିତ୍‌ ବୋଲି ଜାଣି ହୁଏନାହିଁ

ଉଦାହରଣ : ସିଗାରେଟ ଟାଣୁଥିବା ସୌରଭ ଅକସ୍ମାତ ତା ବାପାକୁ ଦେଖି ହତବୁଦ୍ଧି ହୋଇଗଲା ଏକ ଭୟଙ୍କର ଶବ୍ଦ ଶୁଣି ଆମେ କିଂକର୍ତ୍ତବ୍ୟବିମୂଢ଼ ହୋଇଗଲୁ

ସମକକ୍ଷ : କିଂକର୍ତ୍ତବ୍ୟବିମୂଢ଼

ऐसी अवस्था में जिसमें यह न सूझ पड़े कि अब क्या करना चाहिए।

अचानक अपने पिता को देखकर सिगरेट पीता सौरभ हक्का-बक्का रह गया।
एक भयानक आवाज ने हमें हक्का-बक्का कर दिया।
किंकर्तव्य-विमूढ़, किंकर्तव्यविमूढ़, किंकर्त्तव्य-विमूढ़, किंकर्त्तव्यविमूढ़, भौंचक्का, हक्का-बक्का, हतबुद्धि

ହତବୁଦ୍ଧି   ବିଶେଷଣ

ଅର୍ଥ : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ

ଉଦାହରଣ : ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା

ସମକକ୍ଷ : ଆଚମ୍ବିତ, କାବା, କିଂକର୍ତ୍ତବ୍ୟ ବିମୂଢ଼