ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କାବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

କାବା   ବିଶେଷ୍ୟ

ଅର୍ଥ : ଆରବର ମକ୍କା ସହରରେ ଥିବା ଗୋଟିଏ ଭବନ ଯେଉଁଠାକୁ ମୁସଲମାନମାନେ ହଜ୍‌ କରିବାକୁ ଯାଆନ୍ତି

ଉଦାହରଣ : ଶେଖ ଅବ୍ଦୁଲ ରହମାନ କାବା ଯାଇଛ ନ୍ତି କାବା କଳା ପଥରରେ ତିଆରି ହୋଇଛି

अरब के मक्का शहर की एक इमारत जहाँ मुसलमान हज करने जाते हैं।

शेख अब्दुल रहमान काबा गये हैं।
काबा काले पत्थरों से बना है।
काबा

କାବା   ବିଶେଷଣ

ଅର୍ଥ : ଯିଏ ଏହା ନ ବୁଝିପାରେ ଯେ ବର୍ତ୍ତମାନ କଣ କରିବା ଆବଶ୍ୟକ

ଉଦାହରଣ : ଆଚମ୍ବିତ ଚପରାସୀ ଅଧିକାରୀଙ୍କୁ ଦେଖି ଆହୁରି ଡରିଗଲା

ସମକକ୍ଷ : ଆଚମ୍ବିତ, କିଂକର୍ତ୍ତବ୍ୟ ବିମୂଢ଼, ହତବୁଦ୍ଧି