ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହଜମ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହଜମ ହେବା   କ୍ରିୟାପଦ

ଅର୍ଥ : ଶରୀରରେ ଖାଦ୍ୟ ପାଚନ ହେବାର ପ୍ରକ୍ରିୟା

ଉଦାହରଣ : ଗରିଷ୍ଠ ଭୋଜନ ସହଜରେ ହଜମ ହୁଏ ନାହିଁ

ସମକକ୍ଷ : ପାଚନ ହେବା

शरीर के द्वारा खाई हुई वस्तु का शोषणीय रस के रूप में परिवर्तित होना।

गरिष्ट भोजन आसानी से नहीं पचता।
पचना, हजम होना, हज़म होना, हज्म होना

Become assimilated into the body.

Protein digests in a few hours.
digest

ଅର୍ଥ : କୌଣସି ପ୍ରକାରେ ପରଧନ ଆଦି ନିଜହାତକୁ ଆସି ନିଜର ହୋଇଯିବା

ଉଦାହରଣ : ଆପଣଙ୍କଦ୍ୱାରା ଗରିବଙ୍କ ଧନ ହଜମ ହେବନାହିଁ

किसी प्रकार पराया धन आदि अपने हाथ में आकर अपना हो जाना।

आपसे गरीबों का धन नहीं पचेगा।
पचना, हजम होना, हज़म होना, हज्म होना