ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱର୍ଣ୍ଣମନ୍ଦିର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱର୍ଣ୍ଣମନ୍ଦିର   ବିଶେଷ୍ୟ

ଅର୍ଥ : ଅମୃତସହରରେ ସ୍ଥିତ ଏକ ପ୍ରସିଦ୍ଧ ଗୁରୁଦ୍ୱାର

ଉଦାହରଣ : ସ୍ୱର୍ଣ୍ଣମନ୍ଦିରରେ ଏକ ପୁଷ୍କରିଣୀ ଅଛି

ସମକକ୍ଷ : ସୁବର୍ଣ୍ଣମନ୍ଦିର

अमृतसर में स्थित एक प्रसिद्ध गुरुद्वारा।

स्वर्ण मंदिर में एक तालाब है।
सुवर्ण मंदिर, स्वर्ण मंदिर

ଅର୍ଥ : ସୁନାର ମନ୍ଦିର

ଉଦାହରଣ : ପ୍ରଚୀନ କାଳରେ କେତେକ ବିଦେଶୀଙ୍କଦ୍ୱାରା ସ୍ୱର୍ଣ୍ଣମନ୍ଦିର ଲୁଣ୍ଠନ କରାଯାଇଥିଲା

ସମକକ୍ଷ : ସୁବର୍ଣ୍ଣମନ୍ଦିର

सोने का मंदिर।

पुराने समय में कुछ विदेशियों द्वारा पुराने स्वर्ण मंदिरों को लूट लिया गया था।
सुवर्ण मंदिर, स्वर्ण मंदिर

Place of worship consisting of an edifice for the worship of a deity.

temple