ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱଚ୍ଛତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱଚ୍ଛତା   ବିଶେଷ୍ୟ

ଅର୍ଥ : ସ୍ୱଚ୍ଛ ହେବାର ଅବସ୍ଥା ବା ଗୁଣ

ଉଦାହରଣ : ଆକାଶର ସ୍ୱଚ୍ଛତା କାରଣରୁ ଆରପଟର ଜିନିଷଗୁଡ଼ିକ ଦେଖାଯାଏ ନାହିଁ

पारभासी होने की अवस्था या गुण।

आकाश की पारभासकता के कारण उसके पार की वस्तुएँ दिखाई नहीं देतीं।
पारभासकता

The quality of allowing light to pass diffusely.

semitransparency, translucence, translucency

ଅର୍ଥ : ସ୍ୱଚ୍ଛ ହେବାର ଅବସ୍ଥା ବା ଭାବ

ଉଦାହରଣ : ସ୍ୱଚ୍ଛତା ଅନୁସରଣ କଲେ ରୋଗ ବ୍ୟାପେ ନାହିଁ ରାସାୟନିକ ପ୍ରକ୍ରିୟାଦ୍ୱାରା ଜଳର ସ୍ୱଚ୍ଛତା ରକ୍ଷା କରାଯାଇପାରିବ

ସମକକ୍ଷ : ନିର୍ମଳତା, ଶୁଦ୍ଧତା, ସଫା

स्वच्छ होने की अवस्था या भाव।

स्वच्छता बरतने से बीमारियाँ नहीं फैलतीं।
रासायनिक प्रक्रिया द्वारा जल की स्वच्छता बनाई रखी जा सकती है।
अमलता, उजराई, उजलाई, उजलापन, उज्ज्वलता, उज्ज्वला, उज्वलता, उज्वला, धवलिमा, निर्मलता, पूति, शुद्धता, शुद्धि, सफाई, साफ-सफाई, सुथरापन, स्वच्छता

The state of being clean. Without dirt or other impurities.

cleanness

ଅର୍ଥ : ସ୍ୱଚ୍ଛ ହେବାର ଅବସ୍ଥା

ଉଦାହରଣ : ଏହି ଭବନର କାନ୍ଥରେ ଲାଗିଥିବା କାଚର ସ୍ୱଚ୍ଛତା ହେତୁ ବାହାରର ମନୋରମ ଦୃଶ୍ୟ ଦେଖିହେଉଛି

ସମକକ୍ଷ : ପାରଦର୍ଶକତା

पारदर्शक होने की अवस्था।

इस भवन के दीवारों में लगे शीशों की पारदर्शकता के कारण बाहर का मनोरम दृश्य भी दिखाई देता है।
पारदर्शकता

The quality of being clear and transparent.

transparence, transparency, transparentness