ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ୱଇଚ୍ଛାରେ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ୱଇଚ୍ଛାରେ   କ୍ରିୟା ବିଶେଷଣ

ଅର୍ଥ : ନିଜ ଇଚ୍ଛା ବା ମର୍ଜିରେ

ଉଦାହରଣ : ସେ ସ୍ୱଇଚ୍ଛାରେ ଏହି କାମ କରୁଛି

ସମକକ୍ଷ : ଇଚ୍ଛାରେ, ନିଜ ଖୁସିରେ, ସ୍ୱଇଚ୍ଛା ପୂର୍ବକ

In a willing manner.

I willingly accept.
volitionally, willingly