ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ରୋତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ରୋତ   ବିଶେଷ୍ୟ

ଅର୍ଥ : ଜଳର ପ୍ରବାହ

ଉଦାହରଣ : ନଈ ସୁଅରେ ତା ଟୋପି ଭାସିଗଲା

ସମକକ୍ଷ : ଜଳଧାରା, ଜଳପ୍ରବାହ, ସୁଅ

जल का प्रवाह।

नदी की जलधारा में उसकी टोपी बह गयी।
जल-धारा, जलधार, जलधारा, जलप्रवाह

A navigable body of water.

waterway

ଅର୍ଥ : ଯାହା ପ୍ରଚୁର ପରିମାଣରେ ବା ବହୁମାତ୍ରାରେ ଅଚାନକ ବା ପ୍ରଚଣ୍ଡ ରୂପରେ ବାହାରି ଆସେ

ଉଦାହରଣ : ତା ମୁହଁରୁ ବାହାରୁଥିବା ଭର୍ତ୍ସନାର ସ୍ରୋତ ବନ୍ଦ ହେଉନାହିଁ

ସମକକ୍ଷ : ଧାରା, ପ୍ରବାହ

वह जो बड़ी संख्या या भारी मात्रा में अचानक या प्रचंड रूप से निकल पड़े।

उसके मुँह से निकल रही गालियों की धार थम ही नहीं रही है।
धार, धारा, प्रवाह

Something that resembles a flowing stream in moving continuously.

A stream of people emptied from the terminal.
The museum had planned carefully for the flow of visitors.
flow, stream

ଅର୍ଥ : ବୈଦ୍ୟଶାସ୍ତ୍ରାନୁସାରେ ଶରୀରରେ ପୁରୁଷମାନଙ୍କ ନଅ ଏବଂ ସ୍ତ୍ରୀମାନଙ୍କର ଏଗାରଟି ରନ୍ଧ୍ର ବା ଦ୍ବାର ଥାଏ

ଉଦାହରଣ : ଶରୀରରେ ସ୍ରୋତଦ୍ବାରା ପ୍ରାଣ, ଅନ୍ନ, ଜଳ, ରସ, ରକ୍ତ, ମାଂସ, ମେଦ, ମଳ, ମୂତ୍ର, ଶୁକ୍ର ଏବଂ ଋତୁଚକ୍ରର ସଞ୍ଚାର ହୋଇଥାଏ

शरीर के वे छिद्र या मार्ग जो वैद्यक के अनुसार पुरुषों में नौ और स्त्रियों में ग्यारह माने गये हैं।

शरीर में स्रोत के द्वारा प्राण, अन्न, जल, रस, रक्त, मांस, मेद, मल, मूत्र, शुक्र और आर्तव का संचार होता है।
स्रोत

Any part of an organism such as an organ or extremity.

body part

ଅର୍ଥ : ପ୍ରାପ୍ତିର ଭଣ୍ଡାର

ଉଦାହରଣ : ଶକ୍ତିପାଇଁ ଆମକୁ ପ୍ରାକୃତିକ ସମ୍ବଳ ଉପରେ ନିର୍ଭର କରିବା ଉଚିତ୍‌

ସମକକ୍ଷ : ଉତ୍ସ, ସମ୍ବଳ

प्राप्ति का भंडार।

ऊर्जा के लिए हमें प्राकृतिक संसाधनों पर निर्भर होना चाहिए।
संसाधन, साधन, स्रोत

A source of aid or support that may be drawn upon when needed.

The local library is a valuable resource.
resource