ଅର୍ଥ : ଗୋଟିଏ ପରେ ଗୋଟିଏ ଘଟୁଥିବା ଘଟଣା ବା ଲଗାତାରଭାବେ ବିଚାରଆଦିର ପ୍ରଭାବଶାଳୀ କ୍ରମ
ଉଦାହରଣ :
ଏହି ଲେଖାରେ ଲେଖକଙ୍କ ବିଚାରଶକ୍ତିର ପ୍ରବାହ ରହିଛି କାବ୍ୟଗୋଷ୍ଠୀରେ କବିତାଗୁଡ଼ିକର ଧାରା ଶ୍ରୋତାମାନଙ୍କୁ ବାନ୍ଧିରଖିଥିଲା
ସମକକ୍ଷ : ଧାରା
ଅର୍ଥ : ପ୍ରବାହିତ ହେଉଥିବା ବା ପ୍ରବାହିତ ତରଳ ପଦାର୍ଥ
ଉଦାହରଣ :
ନଦୀର ଧାରାକୁ ରୋକି ବନ୍ଧ ବନ୍ଧାଯାଏ
ସମକକ୍ଷ : ଧାରା