ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଅ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଅ   ବିଶେଷ୍ୟ

ଅର୍ଥ : ଜଳର ପ୍ରବାହ

ଉଦାହରଣ : ନଈ ସୁଅରେ ତା ଟୋପି ଭାସିଗଲା

ସମକକ୍ଷ : ଜଳଧାରା, ଜଳପ୍ରବାହ, ସ୍ରୋତ

जल का प्रवाह।

नदी की जलधारा में उसकी टोपी बह गयी।
जल-धारा, जलधार, जलधारा, जलप्रवाह

A navigable body of water.

waterway

ଅର୍ଥ : ବହିବାର କ୍ରିୟା ବା ଭାବ

ଉଦାହରଣ : ସେ ପାଣି ପ୍ରବାହରେ ଭାସି ଗଲା ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ

ସମକକ୍ଷ : ଧାର, ପ୍ରବାହ, ବେଗ

जल,वायु आदि का किसी दिशा में गमन या बहने की क्रिया या भाव।

वह पानी के प्रवाह में बह गया।
बरसात के दिनों में नदियों का प्रवाह बढ़ जाता है।
आस्यंदन, आस्यन्दन, आस्राव, गाध, धार, धारा, प्रवाह, बहाव, रवानी, वेग

The act of flowing or streaming. Continuous progression.

flow, stream