ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ମୃତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ମୃତି   ବିଶେଷ୍ୟ

ଅର୍ଥ : ମାନସିକ ଆଘାତ ଆଦି କାରଣରୁ ମନରେ ଉତ୍ପନ୍ନ ହେଉଥିବା ବିଷାଦ

ଉଦାହରଣ : ସେହି ଘଟଣା ମନେ ପଡିଯିବାକ୍ଷଣି ସ୍ମୃତି ପୁନଶ୍ଚ ଚଳଚଞ୍ଚଳ ହୋଇଯାଉଛି

मानसिक आघात आदि के कारण होने वाली मन की दुखद स्थिति।

उस घटना की याद आते ही घाव फिर से ताज़ा हो जाता है।
घाव

ଅର୍ଥ : ଏହି ଜ୍ଞାନ ଯାହା ସ୍ମରଣ ଶକ୍ତିଦ୍ୱାରା ଏକତ୍ର ବା ପ୍ରାପ୍ତ ହୋଇଥାଏ

ଉଦାହରଣ : ପିଲାଦିନର ସ୍ମୃତି ମନେପଡ଼ିଲେ ମନ ପ୍ରସନ୍ନ ହୋଇଯାଏ

ସମକକ୍ଷ : ଅତୀତ କଥା, ଖିଆଲ

वह ज्ञान जो स्मरण शक्ति के द्वारा एकत्र या प्राप्त होता है।

बचपन की याद आते ही मन प्रसन्न हो जाता है।
अभिज्ञान, खयाल, ख़याल, ख़्याल, ख्याल, तसव्वर, तसव्वुर, तसौवर, ध्यान, याद, सुध, सुधि, स्मृति

Something that is remembered.

Search as he would, the memory was lost.
memory

ଅର୍ଥ : ଯେଉଁ ହିନ୍ଦୁ ଧର୍ମ-ଗ୍ରନ୍ଥ ମାନବ-ରଚିତ ଏବଂ ବେଦଠାରୁ ନିମ୍ନ ମାନର ବୋଲି ବିଚାର କରାଯାଏ

ଉଦାହରଣ : ସ୍ମୃତି ଭିତରେ ପୁରାଣ, ରାମାୟଣ ଆଦିର ଗଣନା ହୁଏ

वे हिंदू धर्म-ग्रंथ जो मानव-रचित व वेदों से निम्न कोटि के माने जाते हैं।

पुराण, रामायण आदि की गणना स्मृति में होती है।
स्मृति

ଅର୍ଥ : କୌଣସି ବ୍ୟକ୍ତି ସମ୍ବନ୍ଧରେ ସ୍ମରଣୀୟ ଘଟଣା ବା ଉଲ୍ଲେଖ

ଉଦାହରଣ : ମହାଦେବୀ ବର୍ମା ତାଙ୍କର ସଂସ୍ମରଣରେ ବହୁତ କିଛି ଲେଖିଛନ୍ତି

ସମକକ୍ଷ : ସଂସ୍ମରଣ

किसी व्यक्ति के संबंध की स्मरणीय घटनाएँ या उनका उल्लेख।

महादेवी वर्मा ने अपने संस्मरण में बहुत कुछ लिखा है।
संस्मरण

A written statement of facts submitted in conjunction with a petition to an authority.

memorial

ଅର୍ଥ : ସ୍ମରଣ ରଖିବାର ଶକ୍ତି

ଉଦାହରଣ : ଏହି ଅଧିକାରୀଙ୍କର ସ୍ମରଣ ଶକ୍ତି ବହୁତ ଦୂର୍ବଳ

ସମକକ୍ଷ : ସ୍ମରଣ ଶକ୍ତି

स्मरण रखने की शक्ति।

इस अधिकारी की स्मरण शक्ति बहुत कमज़ोर है।
जहन, ज़हन, ज़िहन, ज़ेहन, जिहन, जेहन, याददाश्त, स्मरण शक्ति, स्मरण-शक्ति, स्मृति

The power of retaining and recalling past experience.

He had a good memory when he was younger.
memory, retention, retentiveness, retentivity

ଅର୍ଥ : କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ

ଉଦାହରଣ : ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ

ସମକକ୍ଷ : ସ୍ମରଣ

किसी देखी, सुनी या बीती हुई बात का मन में ध्यान रहने या फिर से याद आने की क्रिया या भाव।

मुझे स्मरण नहीं कि मैंने आपको पहले कहाँ देखा था।
अनुबाधन, याद, स्मर, स्मरण

The cognitive processes whereby past experience is remembered.

He can do it from memory.
He enjoyed remembering his father.
memory, remembering