ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ମରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ମରଣ   ବିଶେଷ୍ୟ

ଅର୍ଥ : ଭୁଲି ଯାଇଥିବା କଥା ପୁଣି ମନେ ପଡ଼ିଯିବାର ପ୍ରକ୍ରିୟା

ଉଦାହରଣ : ପିଲାଦିନେ ଶିକ୍ଷକଙ୍କଦ୍ୱାରା ଖାଇଥିବା ମାଡ଼ର ସ୍ମରଣ ହେଲା ମାତ୍ରେ ଉମେଶର ଦେହ ଶିତେଇଗଲା

ସମକକ୍ଷ : ଅନୁସ୍ମରଣ

भूली हुई बात फिर से याद आ जाने की क्रिया।

बचपन में शिक्षक द्वारा पड़ी मार का अनुस्मरण आते ही उमेश सहम गया।
अनुस्मरण

The process of remembering (especially the process of recovering information by mental effort).

He has total recall of the episode.
recall, recollection, reminiscence

ଅର୍ଥ : ନଅ ପ୍ରକାରର ଭକ୍ତିସମୂହ ମଧ୍ୟରୁ ସେହି ଭକ୍ତି ଯେଉଁଥିରେ ଉପାସକ ନିଜ ଦେବତାଙ୍କୁ ସବୁବେଳେ ମନେପକାଏ

ଉଦାହରଣ : କିଛି ଭକ୍ତ କାମ କରୁଥିଲେବି ପ୍ରଭୁଙ୍କୁ ସ୍ମରଣ କରୁଥାନ୍ତି

ସମକକ୍ଷ : ସ୍ମରଣ ଭକ୍ତି

नौ प्रकार की भक्तियों में से वह जिसमें उपासक अपने देवता को बराबर याद करता रहता है।

कुछ भक्त काम करते हुए भी प्रभु का स्मरण करते रहते हैं।
नाम स्मरण, संस्मरण, सुमिरन, स्मरण

(Hinduism) loving devotion to a deity leading to salvation and nirvana. Open to all persons independent of caste or sex.

bhakti

ଅର୍ଥ : କିଛି ଦେଖା,ଶୁଣା ବା ଅନୁଭବର କଥା ମନେ ରହିବା ବା ତାକୁ ପୁଣି ମନେ ପକାଇବା କ୍ରିୟା ବା ଭାବ

ଉଦାହରଣ : ମୁ ଆପଣଙ୍କୁ ପ୍ରଥମେ କେଉଁଠି ଦେଖିଥିଲି ତାହା ମୋର ସ୍ମରଣ ହେଉନାହିଁ

ସମକକ୍ଷ : ସ୍ମୃତି

किसी देखी, सुनी या बीती हुई बात का मन में ध्यान रहने या फिर से याद आने की क्रिया या भाव।

मुझे स्मरण नहीं कि मैंने आपको पहले कहाँ देखा था।
अनुबाधन, याद, स्मर, स्मरण

The cognitive processes whereby past experience is remembered.

He can do it from memory.
He enjoyed remembering his father.
memory, remembering