ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସ୍ମାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସ୍ମାରକ   ବିଶେଷ୍ୟ

ଅର୍ଥ : କୌଣସି ଯୁଦ୍ଧରେ ମରିଥିବା ଯୋଦ୍ଧାଙ୍କ ସ୍ମୃତିରେ ନିର୍ମିତ ସ୍ମାରକ

ଉଦାହରଣ : କାରଗିଲରେ ଶହୀଦ ହୋଇଥିବା ସୈନିକଙ୍କ ସ୍ମୃତିରେ ଏଠାରେ ଗୋଟିଏ ଶହୀଦସ୍ମାରକ ତିଆରି ହେଉଛି

ସମକକ୍ଷ : ଶହୀଦସ୍ମାରକ

वह स्मारक जो किसी युद्ध आदि में मरे योद्धा आदि की याद में बना हो।

कारगिल में शहीद हुए सैनिकों की याद में यहाँ एक शहीद स्मारक बनाया जा रहा है।
शहीद स्मारक, शहीद-स्मारक

ଅର୍ଥ : କୌଣସି ବିଶେଷ ଘଟଣା ବା ବ୍ୟକ୍ତିଙ୍କ ସ୍ମୃତିରେ ନିର୍ମିତ ହୋଇଥିବା ସରଂଚନା

ଉଦାହରଣ : ଭାରତରେ ଅନେକ ଐତିହାସିକ ସ୍ମାରକ ଅଛି

किसी विशेष घटना या व्यक्ति की स्मृति में बनी हुई कोई संरचना।

भारत में बहुत सारे ऐतिहासिक स्मारक हैं।
स्मारक

A structure erected to commemorate persons or events.

memorial, monument

ଅର୍ଥ : ସ୍ମରଣ କରାଉଥିବା ବସ୍ତୁ

ଉଦାହରଣ : ସାରନାଥରେ କେତେକ ବୌଦ୍ଧଯୁଗୀୟ ସ୍ମାରକ ରହିଛି

ସମକକ୍ଷ : ଅନୁସ୍ମାରକ

स्मरण करानेवाली वस्तु।

सारनाथ में कई बुद्धकालीन अनुस्मारक हैं।
अनुस्मारक

ଅର୍ଥ : ଜନ ସମ୍ପତ୍ତି ରୂପେଚିହ୍ନିତ ବା ଉଲ୍ଲେଖିତ ବା ସୁରକ୍ଷିତ ରହିଥିବା ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର

ଉଦାହରଣ : ଦୁଇ କିମି ପରେ ଏହି ସ୍ମାରକୀୟ କ୍ଷେତ୍ର ପଡ଼େ ଜାଲିୱାଲାବାଲାବାଗ ଗୋଟିଏ ସ୍ମାରକୀୟ କ୍ଷେତ୍ର

ସମକକ୍ଷ : ସ୍ମାରକୀୟ କ୍ଷେତ୍ର

वह महत्त्वपूर्ण क्षेत्र जो जन सम्पत्ति के रूप में अंकित या उल्लेखित और सुरक्षित हो।

यह स्मारकीय क्षेत्र दो किमी में फैला हुआ है।
जलियाँवाला बाग एक स्मारकीय क्षेत्र है।
स्मारक, स्मारकीय क्षेत्र

An important site that is marked and preserved as public property.

monument

ଅର୍ଥ : ସ୍ମୃତିପାଇଁ ଦିଆଯାଇଥିବା ବା ରଖାଯାଇଥିବା ବସ୍ତୁ

ଉଦାହରଣ : ଏହି ଘର ଆମ ପୁର୍ବପୁରୁଷଙ୍କ ସ୍ମୃତିଚିହ୍ନ

ସମକକ୍ଷ : ନିଶାଣ, ସ୍ମୃତିଚିହ୍ନ

स्मृति बनाए रखने के लिए दी या रखी हुई वस्तु।

यह घर हमारे पुरखों की निशानी है।
अभिज्ञा, अभिज्ञान, चिन्हानी, डसी, निशानी, यादगार, स्मारक, स्मारिका, स्मृति चिन्ह, स्मृति चिह्न, स्मृतिचिन्ह, स्मृतिचिह्न

A reminder of past events.

memento, souvenir