ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁସ୍ମାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁସ୍ମାରକ   ବିଶେଷ୍ୟ

ଅର୍ଥ : ସ୍ମରଣ କରାଉଥିବା ବସ୍ତୁ

ଉଦାହରଣ : ସାରନାଥରେ କେତେକ ବୌଦ୍ଧଯୁଗୀୟ ସ୍ମାରକ ରହିଛି

ସମକକ୍ଷ : ସ୍ମାରକ

स्मरण करानेवाली वस्तु।

सारनाथ में कई बुद्धकालीन अनुस्मारक हैं।
अनुस्मारक

ଅର୍ଥ : କୌଣସି ବ୍ୟକ୍ତି ବିଶେଷକୁ ସ୍ମରଣ ରଖିବା ପାଇଁ ଦିଆଯାଉଥିବା ପତ୍ର

ଉଦାହରଣ : ମାନନୀୟ ଅଧ୍ୟକ୍ଷଙ୍କୁ ଅନୁବୋଧକ ଦିଆଗଲା

ସମକକ୍ଷ : ଅନୁବୋଧକ

किसी व्यक्ति विशेष को स्मरण कराने के लिए दिया जाने वाला पत्र।

माननीय अध्यक्ष को अनुबोधक दिया गया।
अनुबोधक

A message that helps you remember something.

He ignored his wife's reminders.
reminder