ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନୁସ୍ମରଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନୁସ୍ମରଣ   ବିଶେଷ୍ୟ

ଅର୍ଥ : ଭୁଲି ଯାଇଥିବା କଥା ପୁଣି ମନେ ପଡ଼ିଯିବାର ପ୍ରକ୍ରିୟା

ଉଦାହରଣ : ପିଲାଦିନେ ଶିକ୍ଷକଙ୍କଦ୍ୱାରା ଖାଇଥିବା ମାଡ଼ର ସ୍ମରଣ ହେଲା ମାତ୍ରେ ଉମେଶର ଦେହ ଶିତେଇଗଲା

ସମକକ୍ଷ : ସ୍ମରଣ

भूली हुई बात फिर से याद आ जाने की क्रिया।

बचपन में शिक्षक द्वारा पड़ी मार का अनुस्मरण आते ही उमेश सहम गया।
अनुस्मरण

The process of remembering (especially the process of recovering information by mental effort).

He has total recall of the episode.
recall, recollection, reminiscence

ଅର୍ଥ : କାହାକୁ କୌଣସି କଥା ବା ବିଷୟ ସ୍ମରଣ କରାଇବା କ୍ରିୟା କିମ୍ବା ଭାବ

ଉଦାହରଣ : ସେ ଚପରାସୀକୁ ମ୍ୟାନେଜରଙ୍କ ପାଖକୁ ଅନୁସ୍ମରଣ କରାଇବାକୁ ପଠାଇଲେ

किसी को कोई बात या विषय स्मरण कराने की क्रिया या भाव।

उसने चपरासी को मैनेजर के पास अनुबोधन कराने भेजा।
अनुबोधन