ଅର୍ଥ : ନିଶ୍ଚଳହୋଇଯିବା ବା ସ୍ତମ୍ଭିତହୋଇଯିବା
ଉଦାହରଣ :
ନିଜବିରୁଦ୍ଧରେ ସ୍ଲୋଗାନ୍ ଶୁଣି ନେତାଜଣକ ସ୍ତବ୍ଧ ହୋଇଗଲେ
ସମକକ୍ଷ : ଜଡ଼ ହୋଇଯିବା, ନିର୍ବାକହୋଇଯିବା, ନିଶ୍ଚଳହୋଇଯିବା, ସ୍ତମ୍ଭିତହୋଇଯିବା, ସ୍ତମ୍ଭୀଭୂତହୋଇଯିବା
ଅର୍ଥ : ସ୍ତବ୍ଧ ବା ଜଡ଼ ହୋଇଯିବା
ଉଦାହରଣ :
ବିଦେଶ ଯାଇଥିବା ପୁଅର ବାଟ ଚାହିଁଚାହିଁ ମାଆର ଆଖି ସ୍ତବ୍ଧ ହୋଇଗଲାଣି
ସମକକ୍ଷ : ଜଡ଼ ହୋଇଯିବା, ନିଶ୍ଚଳ ହୋଇଯିବା