ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଜଡ଼ ହୋଇଯିବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଜଡ଼ ହୋଇଯିବା   କ୍ରିୟାପଦ

ଅର୍ଥ : ନିଶ୍ଚଳହୋଇଯିବା ବା ସ୍ତମ୍ଭିତହୋଇଯିବା

ଉଦାହରଣ : ନିଜବିରୁଦ୍ଧରେ ସ୍ଲୋଗାନ୍ ଶୁଣି ନେତାଜଣକ ସ୍ତବ୍ଧ ହୋଇଗଲେ

ସମକକ୍ଷ : ନିର୍ବାକହୋଇଯିବା, ନିଶ୍ଚଳହୋଇଯିବା, ସ୍ତବ୍ଧ ହୋଇଯିବା, ସ୍ତମ୍ଭିତହୋଇଯିବା, ସ୍ତମ୍ଭୀଭୂତହୋଇଯିବା

चकित या स्तम्भित होकर रुकना।

अपने खिलाफ नारों को सुनकर नेताजी ठिठक गए।
ठक रहना, ठिठकना, स्तम्भित होना

Startle with amazement or fear.

boggle

ଅର୍ଥ : ସ୍ତବ୍ଧ ବା ଜଡ଼ ହୋଇଯିବା

ଉଦାହରଣ : ବିଦେଶ ଯାଇଥିବା ପୁଅର ବାଟ ଚାହିଁଚାହିଁ ମାଆର ଆଖି ସ୍ତବ୍ଧ ହୋଇଗଲାଣି

ସମକକ୍ଷ : ନିଶ୍ଚଳ ହୋଇଯିବା, ସ୍ତବ୍ଧ ହୋଇଯିବା

स्तब्ध या जड़ हो जाना।

विदेश गये बेटे की राह देखते-देखते माँ की आँखें पथरा गईं।
पथराना