ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂତକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂତକ   ବିଶେଷ୍ୟ

ଅର୍ଥ : ଘରେ ପିଲା ଜନ୍ମ ହେଲେ ଅଥବା କାହାରି ମୃତ୍ୟୁ ଘଟିଲେ ପରିବାର ଲୋକଙ୍କଠାରେ ଲାଗୁଥିବା ଅଶୁଦ୍ଧି

ଉଦାହରଣ : ସୂତକ ଅଶୌଚ ନିୟମ ପ୍ରତି ସ୍ଥାନରେ ଅଲଗା ଅଲଗା ହୋଇଥାଏ

ସମକକ୍ଷ : ସୂତକ ଅଶୌଚ

घर में संतान होने पर परिवार वालों को लगने वाली अशुद्धि।

सूतक के नियम हर जगह अलग-अलग होते हैं।
अशौच, असौच, सूतक, सूतकाशौच