ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂତକ ଅଶୌଚ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂତକ ଅଶୌଚ   ବିଶେଷ୍ୟ

ଅର୍ଥ : ଘରେ ପିଲା ଜନ୍ମ ହେଲେ ଅଥବା କାହାରି ମୃତ୍ୟୁ ଘଟିଲେ ପରିବାର ଲୋକଙ୍କଠାରେ ଲାଗୁଥିବା ଅଶୁଦ୍ଧି

ଉଦାହରଣ : ସୂତକ ଅଶୌଚ ନିୟମ ପ୍ରତି ସ୍ଥାନରେ ଅଲଗା ଅଲଗା ହୋଇଥାଏ

ସମକକ୍ଷ : ସୂତକ

घर में संतान होने पर परिवार वालों को लगने वाली अशुद्धि।

सूतक के नियम हर जगह अलग-अलग होते हैं।
अशौच, असौच, सूतक, सूतकाशौच