ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୂଚକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୂଚକ   ବିଶେଷ୍ୟ

ଅର୍ଥ : କୌଣସି କଥାର ଅସ୍ଥିତ୍ୱ ବା ଲକ୍ଷଣ ଆଦି ସୂଚାଉଥିବା ତତ୍ତ୍ୱ ବା କାର୍ଯ୍ୟ ଆଦି

ଉଦାହରଣ : କଳା ମେଘରେ ଆଚ୍ଛନ୍ନ ଆକାଶ ବର୍ଷାର ସୂଚକ

ସମକକ୍ଷ : ଅଭିସୂଚକ, ପରିଚାୟକ

किसी बात के अस्तित्व का लक्षण आदि बतानेवाला तत्व, कार्य आदि।

काले-काले मेघों से घिरा आकाश बारिश का सूचक है।
अभिसूचक, ज्ञापक, परिचायक, बोधक, सूचक

ସୂଚକ   ବିଶେଷଣ

ଅର୍ଥ : କହିବା ବା ବତେଇବା ବ୍ୟକ୍ତି

ଉଦାହରଣ : ବେଦାନ୍ତ ଯେଉଁ ଅର୍ଥର ବାଚକ, ସେହି ଅର୍ଥକୁ ଗ୍ରହଣ ନ କଲେ ସଂସାରର ଧର୍ମ ଗୋଟିଏ ହେବନାହିଁ

ସମକକ୍ଷ : ଦ୍ୟୋତକ, ବାଚକ, ବାଚୀ, ବୋଧକ

कहने या बताने वाला।

वेदांत जिन अर्थों का वाचक है, उन अर्थों को अंगीकार किये बिना संसार के धर्म एक नहीं होंगे।
द्योतक, बोधक, वाचक, वाची, सूचक

(usually followed by `of') pointing out or revealing clearly.

Actions indicative of fear.
indicative, indicatory, revelatory, significative, suggestive