ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅଭିସୂଚକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅଭିସୂଚକ   ବିଶେଷ୍ୟ

ଅର୍ଥ : କୌଣସି କଥାର ଅସ୍ଥିତ୍ୱ ବା ଲକ୍ଷଣ ଆଦି ସୂଚାଉଥିବା ତତ୍ତ୍ୱ ବା କାର୍ଯ୍ୟ ଆଦି

ଉଦାହରଣ : କଳା ମେଘରେ ଆଚ୍ଛନ୍ନ ଆକାଶ ବର୍ଷାର ସୂଚକ

ସମକକ୍ଷ : ପରିଚାୟକ, ସୂଚକ

किसी बात के अस्तित्व का लक्षण आदि बतानेवाला तत्व, कार्य आदि।

काले-काले मेघों से घिरा आकाश बारिश का सूचक है।
अभिसूचक, ज्ञापक, परिचायक, बोधक, सूचक