ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁସୁପ୍ତାବସ୍ଥା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁସୁପ୍ତାବସ୍ଥା   ବିଶେଷ୍ୟ

ଅର୍ଥ : ଶୀତ ଦିନେ କିଛି ଜୀବଜନ୍ତୁଙ୍କର ଏକ ପ୍ରକାର ନିଷ୍କ୍ରିୟ ଅବସ୍ଥା ଯେଉଁଥିରେ ସେ କିଛି ନଖାଇ ନପିଇ ଚୁପ୍ଚାପ୍ ଗୋଟିଏ ଜାଗାରେ ପଡ଼ି ରହିଥାନ୍ତି

ଉଦାହରଣ : ଶୀତ ଦିନେ ବେଙ୍ଗ ପରିଶୟନରେ ଥାଏ

ସମକକ୍ଷ : ପରିଶୟନ

जाड़े के दिनों में कुछ जीव-जन्तुओं की वह निष्क्रिय अवस्था जिसमें वे बिना कुछ खाये-पिये चुपचाप एक जगह पड़े रहते हैं।

जाड़े के दिनों में मेंढक सुसुप्तावस्था में चले जाते हैं।
परिशयन, सुसुप्तावस्था

The torpid or resting state in which some animals pass the winter.

hibernation