ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଷୁମ୍ନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଷୁମ୍ନା   ବିଶେଷ୍ୟ

ଅର୍ଥ : ହଠଯୋଗ ଅନୁସାରେ ଶରୀରର ତିନୋଟି ପ୍ରମୁଖ ନାଡ଼ିମଧ୍ୟରୁ ଯେଉଁଟି ବୈଦ୍ୟଶାସ୍ତ୍ରରେ ନାଭିମଧ୍ୟରେ ରହିଛି ବୋଲି ଗ୍ରହଣ କରାଯାଏ

ଉଦାହରଣ : ସୁଷୁମ୍ନା ବ୍ରହ୍ମରନ୍ଧ୍ରପର୍ଯ୍ୟନ୍ତ ଯାଇଥିବାର ବିଶ୍ୱାସ କରାଯାଏ

ସମକକ୍ଷ : ସୁଷୁମ୍ନା ନାଡ଼ି

हठयोग के अनुसार शरीर की तीन प्रमुख नाड़ियों में से एक जिसका स्थान वैद्यक में नाभि के मध्य माना जाता है।

सुषुम्ना को ब्रह्मरंध्र तक गई हुई मानी जाती है।
अग्नि, कूर्म, कूर्म नाड़ी, महापथ, सुषुम्ना, सुषुम्ना नाड़ी

ଅର୍ଥ : କେନ୍ଦ୍ରୀୟ ନାଡ଼ି ସଂସ୍ଥାନର ଯେଉଁ ଭାଗ ମେରୁଦଣ୍ଡ ଭିତରେ ଥାଏ

ଉଦାହରଣ : ମେରୁରଜ୍ଜୁ ମହାରନ୍ଧ୍ରରୁ ବାହାରି ଅଣ୍ଟାର ଉପରିଭାଗ ପର୍ଯ୍ୟନ୍ତ ଯାଇଥାଏ

ସମକକ୍ଷ : ମେରୁରଜ୍ଜୁ, ସୁଷୁମ୍ନାନାଡ଼ି

केंद्रीय नाड़ी संस्थान का वह भाग जो कशेरुका-नाल के भीतर स्थित रहता है।

मेरुरज्जु महारंध्र से निकलकर कटि प्रदेश के ऊपरी भाग तक पँहुचता है।
मेरुरज्ज, मेरुरज्जा, मेरुरज्जु, मेरूरज्ज, मेरूरज्जा, मेरूरज्जु, सुषुम्ना रज्जु, स्पाइनल कार्ड, स्पाइनल कॉर्ड

A major part of the central nervous system which conducts sensory and motor nerve impulses to and from the brain. A long tubelike structure extending from the base of the brain through the vertebral canal to the upper lumbar region.

medulla spinalis, spinal cord