ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଷୁମ୍ନା ନାଡ଼ି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଷୁମ୍ନା ନାଡ଼ି   ବିଶେଷ୍ୟ

ଅର୍ଥ : ହଠଯୋଗ ଅନୁସାରେ ଶରୀରର ତିନୋଟି ପ୍ରମୁଖ ନାଡ଼ିମଧ୍ୟରୁ ଯେଉଁଟି ବୈଦ୍ୟଶାସ୍ତ୍ରରେ ନାଭିମଧ୍ୟରେ ରହିଛି ବୋଲି ଗ୍ରହଣ କରାଯାଏ

ଉଦାହରଣ : ସୁଷୁମ୍ନା ବ୍ରହ୍ମରନ୍ଧ୍ରପର୍ଯ୍ୟନ୍ତ ଯାଇଥିବାର ବିଶ୍ୱାସ କରାଯାଏ

ସମକକ୍ଷ : ସୁଷୁମ୍ନା

हठयोग के अनुसार शरीर की तीन प्रमुख नाड़ियों में से एक जिसका स्थान वैद्यक में नाभि के मध्य माना जाता है।

सुषुम्ना को ब्रह्मरंध्र तक गई हुई मानी जाती है।
अग्नि, कूर्म, कूर्म नाड़ी, महापथ, सुषुम्ना, सुषुम्ना नाड़ी