ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁଡଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁଡଙ୍ଗ   ବିଶେଷ୍ୟ

ଅର୍ଥ : କବାଟର ପାର୍ଶ୍ୱରେ କରାଯାଇଥିବା ରାସ୍ତା

ଉଦାହରଣ : ସିନ୍ଧିଚୋର ଗଳିରାସ୍ତାରେ ଘରକୁ ପଶିଲା

ସମକକ୍ଷ : ଗଳି

दरवाजे की बगल से लगाई गई सेंध।

सेंधमार बगली के रास्ते घर में घुसा।
बगली, बग़ली

ଅର୍ଥ : ବାରୁଦ ଆଦି ସହାୟତାରେ କିଲ୍ଲା ଅଥବା ପାଚେରୀ ଭାଙ୍ଗିବାପାଇଁ ତା ତଳେ ଖୋଳି ତିଆରି କରାଯାଇଥିବା ଲମ୍ବା ଗହିଡ଼ା ଗାତ

ଉଦାହରଣ : ଶତ୍ରୁମାନଙ୍କୁ ସୁଡ଼ଙ୍ଗର ଠିକଣା ମିଳିଗଲାଣି

ସମକକ୍ଷ : ସୁରଙ୍ଗ

बारूद आदि की सहायता से किला अथवा दीवार उड़ाने के लिए उसके नीचे खोदकर बनाया हुआ गहरा और लंबा गड्ढा।

शत्रुओं को सुरंग का पता लग चुका है।
सुरंग