ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଳି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଳି   ବିଶେଷ୍ୟ

ଅର୍ଥ : କବାଟର ପାର୍ଶ୍ୱରେ କରାଯାଇଥିବା ରାସ୍ତା

ଉଦାହରଣ : ସିନ୍ଧିଚୋର ଗଳିରାସ୍ତାରେ ଘରକୁ ପଶିଲା

ସମକକ୍ଷ : ସୁଡଙ୍ଗ

दरवाजे की बगल से लगाई गई सेंध।

सेंधमार बगली के रास्ते घर में घुसा।
बगली, बग़ली

ଅର୍ଥ : କୌଣସି ଗଳିରେ ରହୁଥିବା ବା କାମ କରୁଥିବା ଲୋକ

ଉଦାହରଣ : ଦୁର୍ଘଟନା ହେବାରୁ ପୁରା ଗଳିଲୋକ ଏକାଠୀ ହୋଇଗଲେ

किसी गली में रहनेवाले या काम करनेवाले लोग।

दुर्घटना होते ही पूरी गली एकत्र हो गई।
कूचा, गली

People living or working on the same street.

The whole street protested the absence of street lights.
street

ଅର୍ଥ : ବସ୍ତିର ଅଣଓସାରିଆ ରାସ୍ତା ବା ଯେଉଁ ରାସ୍ତାର ଦୁଇ ପଟରେ କୋଠାଆଦି ଅଛି

ଉଦାହରଣ : ବାରାଣସୀ ଗଳିର ସହର

वह सँकरा मार्ग जिसके दोनों ओर घर आदि बने होते हैं तथा जिस पर चलकर लोग प्रायः घरों को जाते हैं।

वाराणसी गलियों का शहर है।
कूचा, गली, गली कूच, गली कूचा

A narrow street with walls on both sides.

alley, alleyway, back street