ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୁରଙ୍ଗ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୁରଙ୍ଗ   ବିଶେଷ୍ୟ

ଅର୍ଥ : ବାରୁଦ ଆଦି ସହାୟତାରେ କିଲ୍ଲା ଅଥବା ପାଚେରୀ ଭାଙ୍ଗିବାପାଇଁ ତା ତଳେ ଖୋଳି ତିଆରି କରାଯାଇଥିବା ଲମ୍ବା ଗହିଡ଼ା ଗାତ

ଉଦାହରଣ : ଶତ୍ରୁମାନଙ୍କୁ ସୁଡ଼ଙ୍ଗର ଠିକଣା ମିଳିଗଲାଣି

ସମକକ୍ଷ : ସୁଡଙ୍ଗ

बारूद आदि की सहायता से किला अथवा दीवार उड़ाने के लिए उसके नीचे खोदकर बनाया हुआ गहरा और लंबा गड्ढा।

शत्रुओं को सुरंग का पता लग चुका है।
सुरंग

ଅର୍ଥ : ଏକ ପ୍ରକାରର ଆଧୁନିକ ଯନ୍ତ୍ର ଯାହାଦ୍ୱାରା ସମୁଦ୍ରରେ ଶତ୍ରୁମାନଙ୍କ ଜାହାଜର ତଳ ଅଂଶକୁ କଣାକରି ସେଗୁଡ଼ିକୁ ବୁଡ଼ାଇ ଦିଆଯାଏ

ଉଦାହରଣ : ଶତ୍ରୁମାନଙ୍କୁ ସୁରଙ୍ଗ ଲଗାଇବାର ମଉକା ମିଳୁନାହିଁ

एक प्रकार का आधुनिक यंत्र जिससे समुद्र में शत्रुओं की जहाज़ों के पेंदे में छेद कर उन्हें डुबाया जाता है।

शत्रुओं को सुरंग लगाने का मौका ही नहीं मिल पा रहा है।
सुरंग

(nautical) a marine mine that is detonated by a mechanism that responds to magnetic material (as the steel hull of a ship).

magnetic mine