ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୀମିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୀମିତ   ବିଶେଷଣ

ଅର୍ଥ : ଉଚିତ ସୀମାର ଅନ୍ତର୍ଭୁକ୍ତ

ଉଦାହରଣ : ଆର୍ଥିକ ସଙ୍କଟକୁ ସୀମିତ ବ୍ୟୟରେ ଦୂର କରାଯାଇପାରିବ

ସମକକ୍ଷ : ସୀମାବଦ୍ଧ

उचित सीमा के अंदर का।

नियत व्यय के द्वारा आर्थिक संकट से उबरा जा सकता है।
नियत, बँधा हुआ, मित, सीमित

Subject to limits or subjected to limits.

circumscribed, limited

ଅର୍ଥ : ଯାହାର ସୀମା ନିଶ୍ଚିତ କରିଦିଆ ଯାଇଛି

ଉଦାହରଣ : କଇଦୀମାନେ ସୀମିତ କ୍ଷେତ୍ର ବାହାରକୁ ଯାଇପାରିବେନାହିଁ

ସମକକ୍ଷ : ଘେରା ହୋଇଥିବା, ସୀମାବଦ୍ଧ

ଅର୍ଥ : ଯାହାର ସୀମା ବନ୍ଧା ଯାଇଛି

ଉଦାହରଣ : ଭାରତର ପ୍ରତ୍ୟେକ ପ୍ରାନ୍ତ ସସୀମ

ସମକକ୍ଷ : ପରିସୀମିତ, ସସୀମ

जो व्यापक न हो।

जीव अव्यापक है और ईश्वर व्यापक हैं।
अव्यापक, परिसीमित, ससीम, सीमित

Having the limits or boundaries established.

A delimited frontier through the disputed region.
bounded, delimited