ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସୀମାବଦ୍ଧ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସୀମାବଦ୍ଧ   ବିଶେଷଣ

ଅର୍ଥ : ଉଚିତ ସୀମାର ଅନ୍ତର୍ଭୁକ୍ତ

ଉଦାହରଣ : ଆର୍ଥିକ ସଙ୍କଟକୁ ସୀମିତ ବ୍ୟୟରେ ଦୂର କରାଯାଇପାରିବ

ସମକକ୍ଷ : ସୀମିତ

उचित सीमा के अंदर का।

नियत व्यय के द्वारा आर्थिक संकट से उबरा जा सकता है।
नियत, बँधा हुआ, मित, सीमित

Subject to limits or subjected to limits.

circumscribed, limited

ଅର୍ଥ : ଯାହାର ସୀମା ନିଶ୍ଚିତ କରିଦିଆ ଯାଇଛି

ଉଦାହରଣ : କଇଦୀମାନେ ସୀମିତ କ୍ଷେତ୍ର ବାହାରକୁ ଯାଇପାରିବେନାହିଁ

ସମକକ୍ଷ : ଘେରା ହୋଇଥିବା, ସୀମିତ